ସମ ଉଦିତ Sama udita

  • ଗ୍ରା. ବିଣ (ସଂ. ସମୁଦିତ) — ସମୁଦିତ; ପ୍ରକାଶିତ — Appearing
  • ଗ୍ରା. ବିଣ (ସଂ. ସମୁଦିତ) — [ଉ—ଗୋ ସହି! ସମ ଉଦିତ ଅଙ୍ଗେ ମଦନ—ପ୍ରାଚୀ, ରସବାରିଧି।]