ସମୟ ସେବୀ Samaya sebī

  • ସଂ. ବିଣ. ପୁଂ (ସମୟ+ସେବ୍ ଧାତୁ+କର୍ତ୍ତୃ. ଅନ୍; 1 ମା. 1 ବ) — ଯେ ବେଳ ଦେଖି କାମ କରେ — Time-serving
  • ସଂ. ବିଣ. ପୁଂ (ସମୟ+ସେବ୍ ଧାତୁ+କର୍ତ୍ତୃ. ଅନ୍; 1 ମା. 1 ବ) — କାଳର ମୂଲ୍ୟଜ୍ଞ — Knowing the value of time