ସମୟ ମିଳିବା Samaya miḻibā

  • ଦେ. ବି — ସୁଯୋଗ ଘଟିବା; ସୁବିଧା ଘଟିବା — The happening of an opportunity
  • ଦେ. ବି — ଫୁରୁସେତ ବା ଅବକାଶ ମିଳିବା — The getting of leisure