ସମୟ ବିଭାଗ Samaya bibhāga

  • ସଂ. ବି ( 6 ଷ୍ଠୀ ତତ୍) — ଭିନ୍ନ ଭିନ୍ନ କାର୍ଯ୍ୟ ପାଇ ଭିନ୍ନ ଭିନ୍ନ ବେଳର ବଣ୍ଟନ — Division of timed into a routine
  • ସଂ. ବି ( 6 ଷ୍ଠୀ ତତ୍) — କାଳକୁ ଭିନ୍ନ ଭିନ୍ନ ଅଂଶରେ ବିଭାଗ କରିବା — Division oof time into distinct periods
  • ସଂ. ବି ( 6 ଷ୍ଠୀ ତତ୍) — [ଦ୍ର—ଭିନ୍ନ ଭିନ୍ନ ଦେଶରେ ଲୋକେ ସମୟକୁ ବିଭିନ୍ନ ଅଂଶରେ ବିଭାଗ କରିଅଛନ୍ତି। ଯଥା— 1 ଶତାବ୍ଦୀ= 100 ବର୍ଷ। 1 ବର୍ଷ= 12 ମାସ = 6 ଋତୁ। 1 ଋତୁ= 2 ମାସ। 1 ମାସ= 30 ଅହୋରାତ୍ର= 30 ତିଥି= 2 ପକ୍ଷ। 1 ପକ୍ଷ= 15 ଅହୋରାତ୍ର। 1 ତିଥି= 1 ଅହୋ— ରାତ୍ର= 1 ଦିନ+ 1 ରାତ୍ରି= 8 ପ୍ରହର= 24 ଘଣ୍ଟା। 1 ଦିନ= 12 ଘଣ୍ଟା= 4 ପ୍ରହର = 30 ଦଣ୍ଡ। 1 ପ୍ରହର= 4 ଘଡ଼ି= 7 ୳ ଦଣ୍ଡ। 1 ଘଣ୍ଟା= 60 ମିନିଟ୍। 1 ମିନିଟ= 60 ସେକେଣ୍ଡ। 1 ଦଣ୍ଡ= 60 ପଳ। 1 ପଳ— 60 ବିପଳ। 1 ବିପଳ= 60 ଲିତା। 1 ଲିତା= 60 ବିଲିତା ଇତ୍ୟାଦି।] — [ଦ୍ର—ଭିନ୍ନ ଭିନ୍ନ ଦେଶରେ ଲୋକେ ସମୟକୁ ବିଭିନ୍ନ ଅଂଶରେ ବିଭାଗ କରିଅଛନ୍ତି ଯଥା—1ଶତାବ୍ଦୀ=100ବର୍ଷ1ବର୍ଷ=12ମାସ =6ଋତୁ1ଋତୁ=2ମାସ1ମାସ=30ଅହୋରାତ୍ର=30ତିଥି=2ପକ୍ଷ1ପକ୍ଷ=15ଅହୋରାତ୍ର1ତିଥି=1ଅହୋ— ରାତ୍ର=1ଦିନ+1ରାତ୍ରି=8ପ୍ରହର=24ଘଣ୍ଟା1ଦିନ=12ଘଣ୍ଟା=4ପ୍ରହର =30ଦଣ୍ଡ1ପ୍ରହର=4ଘଡ଼ି=7୳ ଦଣ୍ଡ1ଘଣ୍ଟା=60ମିନିଟ୍1ମିନିଟ=60ସେକେଣ୍ଡ1ଦଣ୍ଡ=60ପଳ1ପଳ—60ବିପଳ1ବିପଳ=60ଲିତା1ଲିତା=60ବିଲିତା ଇତ୍ୟାଦି]