ସମ୍ରାଟ୍ Samrāṭ

  • ସଂ. ବି. ପୁଂ [ସମ୍=ସମ୍ୟକ୍+ରାଜ୍ ଧାତୁ ଧାତୁ=ଶୋଭା ପାଇବା +କର୍ତ୍ତୃ. କ୍ୱିପ୍; ସମ୍ରାଜ୍ ଶବ୍ଦ, 1 ମା. 1 ବ; ଯେ ସମ୍ୟକ୍ ରୂପେ ଇହଲୋକରେ (ରାଜ୍ୟ ଶାସନ ଦ୍ୱାରା) ଓ ପର ଲୋକର (ରାଜସୂୟ ଯଜ୍ଞାନୁଷ୍ଠାନର ଫଳଲାଭ ଦ୍ୱାରା) ଶୋଭା ପାଆନ୍ତି] ରାଜାଧିରାଜ; ରାଜରାଜେଶ୍ୱର; ସାର୍ବଭୌମ; ଚକ୍ରବର୍ତ୍ତି; ବାଦସାହା — An emperor; a king of kings; a paramount sovereign
  • ସଂ. ବି. ପୁଂ [ସମ୍=ସମ୍ୟକ୍+ରାଜ୍ ଧାତୁ ଧାତୁ=ଶୋଭା ପାଇବା +କର୍ତ୍ତୃ. କ୍ୱିପ୍; ସମ୍ରାଜ୍ ଶବ୍ଦ, 1 ମା. 1 ବ; ଯେ ସମ୍ୟକ୍ ରୂପେ ଇହଲୋକରେ (ରାଜ୍ୟ ଶାସନ ଦ୍ୱାରା) ଓ ପର ଲୋକର (ରାଜସୂୟ ଯଜ୍ଞାନୁଷ୍ଠାନର ଫଳଲାଭ ଦ୍ୱାରା) ଶୋଭା ପାଆନ୍ତି] [ଦ୍ର—ଯେଉଁ ରାଜା ଚତୁରବ୍ଧି ବେଷ୍ଟିତ ସସାଗରା ଧରାର ଅଧୀଶ୍ୱର, ଯେ ଦ୍ୱାଦଶ ରାଜମଣ୍ଡଳର ଅଧିପତି ଏବଂ ଯାହାଙ୍କ ଆଦେଶରେ ଅଧୀନ ଭୂପତିମାନେ ନିଜ ନିଜର ରାଜ୍ୟ ଶାସନ କରନ୍ତି ଏବଂ ଯେ ରାଜସୂୟ ଯଜ୍ଞର ଅନୁଷ୍ଠାନ କରନ୍ତି, ତାହାଙ୍କୁ 'ସମ୍ରାଟ୍' ବୋଲି କୁହାଯାଏ।
  • ସଂ. ବି. ପୁଂ [ସମ୍=ସମ୍ୟକ୍+ରାଜ୍ ଧାତୁ ଧାତୁ=ଶୋଭା ପାଇବା +କର୍ତ୍ତୃ. କ୍ୱିପ୍; ସମ୍ରାଜ୍ ଶବ୍ଦ, 1 ମା. 1 ବ; ଯେ ସମ୍ୟକ୍ ରୂପେ ଇହଲୋକରେ (ରାଜ୍ୟ ଶାସନ ଦ୍ୱାରା) ଓ ପର ଲୋକର (ରାଜସୂୟ ଯଜ୍ଞାନୁଷ୍ଠାନର ଫଳଲାଭ ଦ୍ୱାରା) ଶୋଭା ପାଆନ୍ତି] ଭାଷାରେ 'ସମ୍ରାଟ୍' ଶବ୍ଦର ସ୍ତ୍ରୀଲିଙ୍ଗ ରୂପେ ବ୍ଯବହାର ହେଉଥିବା 'ସମ୍ରାଜ୍ଞୀ' ଶବ୍ଦ ଲୌକିକ ସଂସ୍କୃତ ବ୍ୟାକରଣ— ସମ୍ମତ ନୁହେ। 'ସମ୍ରାଜ୍' ଶବ୍ଦର ପୁଂଲିଙ୍ଗ 1 ମା 1 ବଚନ 'ସମ୍ରାଟ୍' ଏବଂ ସ୍ତ୍ରୀଲିଙ୍ଗ ଏକ ବଚନରେ 'ସମ୍ରାଜୀ'। ଏହିପରି 'ପରିବ୍ରାଟ୍' ଶବ୍ଦର ସ୍ତ୍ରୀଲିଙ୍ଗ 'ପରିବ୍ରାଜୀ'। କେବଳ ବୈଦିକ ସଂସ୍କୃତରେ 'ସମ୍ରାଜ୍ଞୀ—ପତ୍ନୀ' ଶବ୍ଦର ପ୍ରୟୋଗ ଦେଖା— ଯାଏ। କେହି କେହି ସମ୍ରାଟଙ୍କ ସ୍ତ୍ରୀଙ୍କୁ 'ସମ୍ରାଟ୍ ପତ୍ନୀ' କହନ୍ତି, କିନ୍ତୁ 'ସମ୍ରାଜ-ପତ୍ନୀ' ଶବ୍ଦ ବ୍ୟାକରଣ ସିଦ୍ଧ। ବୈଦିକ ସଂସ୍କୃତରେ ସମ୍ରାଜ୍ଞୀ ଶବ୍ଦର ବ୍ଯବହାର ଅଛି। ସମ୍ରାଟଙ୍କ ରାଜ୍ୟକୁ ସାମ୍ରାଜ୍ୟ — ଭାଷାରେ 'ସମ୍ରାଟ୍' ଶବ୍ଦର ସ୍ତ୍ରୀଲିଙ୍ଗ ରୂପେ ବ୍ଯବହାର ହେଉଥିବା 'ସମ୍ରାଜ୍ଞୀ' ଶବ୍ଦ ଲୌକିକ ସଂସ୍କୃତ ବ୍ୟାକରଣ— ସମ୍ମତ ନୁହେ 'ସମ୍ରାଜ୍' ଶବ୍ଦର ପୁଂଲିଙ୍ଗ1ମା1ବଚନ 'ସମ୍ରାଟ୍' ଏବଂ ସ୍ତ୍ରୀଲିଙ୍ଗ ଏକ ବଚନରେ 'ସମ୍ରାଜୀ' ଏହିପରି 'ପରିବ୍ରାଟ୍' ଶବ୍ଦର ସ୍ତ୍ରୀଲିଙ୍ଗ 'ପରିବ୍ରାଜୀ' କେବଳ ବୈଦିକ ସଂସ୍କୃତରେ 'ସମ୍ରାଜ୍ଞୀ—ପତ୍ନୀ' ଶବ୍ଦର ପ୍ରୟୋଗ ଦେଖା— ଯାଏ କେହି କେହି ସମ୍ରାଟଙ୍କ ସ୍ତ୍ରୀଙ୍କୁ 'ସମ୍ରାଟ୍ ପତ୍ନୀ' କହନ୍ତି, କିନ୍ତୁ 'ସମ୍ରାଜ-ପତ୍ନୀ' ଶବ୍ଦ ବ୍ୟାକରଣ ସିଦ୍ଧ ବୈଦିକ ସଂସ୍କୃତରେ ସମ୍ରାଜ୍ଞୀ ଶବ୍ଦର ବ୍ଯବହାର ଅଛି ସମ୍ରାଟଙ୍କ ରାଜ୍ୟକୁ ସାମ୍ରାଜ୍ୟ(Empire)ବୋଲାଯାଏ]