ସମ୍ରାଜୀ Samrājī
- ସଂ. ବି. ପୁଂ (ସମ୍ରାଜ୍+ସ୍ତ୍ରୀ. ଈ) — ସମ୍ରାଟ୍ ପଦରେ ଅଧିଷ୍ଠିତା ସ୍ତ୍ରୀ — Empress
- ସଂ. ବି. ପୁଂ (ସମ୍ରାଜ୍+ସ୍ତ୍ରୀ. ଈ) — ସମ୍ରାଟଙ୍କ ପତ୍ନୀ — The wife of an Emperor
- ସଂ. ବି. ପୁଂ (ସମ୍ରାଜ୍+ସ୍ତ୍ରୀ. ଈ) — [ଦ୍ର—କେହି କେହି କହନ୍ତି 'ସମ୍ରାଟ୍' ଶବ୍ଦ ଉଭୟ ଲିଙ୍ଗରେ ବ୍ଯବହୃତ ହୁଏ]