ସମ୍ମୋହକ Sammohaka

  • ସଂ. ବିଣ. ପୁଂ — ସମ୍ୟକ୍ ମୋହ ଉତ୍ପାଦନକାରୀ — Causing stupefaction
  • ସଂ. ବି — ସନ୍ନିପାତ ଜ୍ୱରବିଶେଷ — A kind of malignant fever
  • ସଂ. ବି — [ଦ୍ର—ଏଥିରେ ବେଦନା, କମ୍ପ, ନିଦ୍ରାନାଶ, ବିଷ୍ଟମ୍ଭ, ଦାହ, ପିପାସା, ଉଷ୍ଣତା, ଘର୍ମ, ପ୍ରଳାପ, ମୋହ, ମୂର୍ଚ୍ଛା, ଭ୍ରମ, ବାମ ବା ଦକ୍ଷିଣ ଅଙ୍ଗର ଅବସନ୍ନତା ହୁଏ— ବିଶ୍ୱକୋଷ।]