ସମ୍ମେଳନ Sammeḻana

  • ସଂ. ବି (ସମ୍+ମିଳ୍ ଧାତୁ ଣିଚ୍=ମିଳିତ କରାଇବା+ଭାବ ଅନ; +ସ୍ତ୍ରୀ. ଈ) — ଏକତ୍ର କରାଇବା; ମିଳିତ କରାଇବା — Mixing up; gathering
  • ସଂ. ବି (ସମ୍+ମିଳ୍ ଧାତୁ ଣିଚ୍=ମିଳିତ କରାଇବା+ଭାବ ଅନ; +ସ୍ତ୍ରୀ. ଈ) — (+ଅଧି ଅନ;+ସ୍ତ୍ରୀ ଈ)—ମେଳା; ସଭା; ସମିତି — Conference
  • ସଂ. ବି (ସମ୍+ମିଳ୍ ଧାତୁ ଣିଚ୍=ମିଳିତ କରାଇବା+ଭାବ ଅନ; +ସ୍ତ୍ରୀ. ଈ) — [ଦ୍ର—ଏକତ୍ର ମିଳନ କ୍ରିୟା ବୁଝାଇଲେ ଏ ଶବ୍ଦର ଆକାର ସମ୍ମୀଳନ ଓ ମେଳା, ସଭା, ସମିତି ଅର୍ଥ ବୁଝାଇଲେ ସମ୍ମେଳନ ହୁଏ ବୋଲି ସାହିତ୍ୟ ସମ୍ରାଟ୍ ମହାରାଜା ବିକ୍ରମଦେବଙ୍କ ମତ ଅଟେ। କିନ୍ତୁ ଆପ୍ତେ, ବିଶ୍ୱକୋଷ ଆଦି ଅଭିଧାନରେ ଏ ବିଭିନ୍ନ ବ୍ଯବହାର ଲକ୍ଷିତ ହୁଏ ନାହିଁ।]