ସମ୍ମୃଷ୍ଟ Sammṛushṭa

  • ସଂ. ବିଣ (ସମ୍+ମୃଷ୍ଟ) — ସଂଶୋଧିତ — Rectified
  • ସଂ. ବିଣ (ସମ୍+ମୃଷ୍ଟ) — ପରିଷ୍କୃତ; ନିର୍ମଳୀକୃତ — Cleansed
  • ସଂ. ବିଣ (ସମ୍+ମୃଷ୍ଟ) — ବଘରା ହୋଇଥିବା (ବ୍ୟଞ୍ଜନାଦି) — (curry) Flavoured by frying
  • ସଂ. ବିଣ (ସମ୍+ମୃଷ୍ଟ) — ସମ୍ମାର୍ଜିତ — Polished; swept