ସମ୍ମୂର୍ଚ୍ଛନ Sammūrchchhana
- ସଂ. ବି (ସମ୍+ମୂର୍ଚ୍ଛନ, ମୂର୍ଚ୍ଛନା) — ଅଚୌତନ୍ୟ; ମୂର୍ଚ୍ଛା — 1. Fainting; fit; loss of consciousness
- ସଂ. ବି (ସମ୍+ମୂର୍ଚ୍ଛନ, ମୂର୍ଚ୍ଛନା) — ବୃଦ୍ଧି — Increase
- ସଂ. ବି (ସମ୍+ମୂର୍ଚ୍ଛନ, ମୂର୍ଚ୍ଛନା) — ସର୍ବତଃ ବ୍ୟାପ୍ତି — Diffusion
- ସଂ. ବି (ସମ୍+ମୂର୍ଚ୍ଛନ, ମୂର୍ଚ୍ଛନା) — ବ୍ୟାପ୍ତି — Spreading out
- ସଂ. ବି (ସମ୍+ମୂର୍ଚ୍ଛନ, ମୂର୍ଚ୍ଛନା) — ବିସ୍ତାର; ପ୍ରସାର — Extension extent
- ସଂ. ବି (ସମ୍+ମୂର୍ଚ୍ଛନ, ମୂର୍ଚ୍ଛନା) — ଉଚ୍ଚତା; ଉଚ୍ଛ୍ରାୟ (ବିଶ୍ୱକୋଷ) — Elevation; height