ସମ୍ମୁଗ୍ଧ Sammugdha

  • ସଂ. ବିଣ. (ସମ୍+ମୁଗ୍ଧ) — ଅତ୍ୟନ୍ତ ମୋହିତ; ବିମୋହିତ — Charmed; fascinated
  • ସଂ. ବିଣ. (ସମ୍+ମୁଗ୍ଧ) — ଜଡ଼ୀଭୂତ — Stupefied