ସମ୍ମୁଖଯୁଦ୍ଧ Sammukha j̄uddha

  • ସଂ. ବି (ମ. ପ. ଲୋ) — ସମ୍ମୁଖସ୍ଥ ଦୁଇ ଯୋଦ୍ଧା ବା ଦୁଇ ଯୋଦ୍ଧୃଦଳ ମଧ୍ୟରେ ହେବା ଯୁଦ୍ଧ; ମୁହାଁମୁହିଁ ଯୁଦ୍ଧ — Hand to hand fight, fighting at close quarters
  • ସଂ. ବି (ମ. ପ. ଲୋ) — (ଉ— ଉତ୍କଳ ସମ୍ରାଟ ବିରାଟ ବାହିନୀ ସହିତେ ସମ୍ମୁଖ ରଣ— ରାଧାନାଥ, ପାର୍ବତୀ।)