ସମ୍ମିଶ୍ରଣ Sammiṡraṇa

  • ସଂ. ବି (ସମ୍+ମିଶ୍ରିତ) — ଏକତ୍ର ମିଳନ — Amalgamation; commingling
  • ସଂ. ବି (ସମ୍+ମିଶ୍ରିତ) — ବହୁ ପଦାର୍ଥର ମିଶ୍ରଣ — Compound; mixture
  • ସଂ. ବି (ସମ୍+ମିଶ୍ରିତ) — ଏକତ୍ର ମିଶାଇବା — Mixing up together