ସମ୍ମାନନ Sammānana

  • ସଂ. ବି (ସମ୍+ମନ୍ ଧାତୁ=ପୂଜା କରିବା+ ଭାବ. ଅନ+ଅ; +ଆ) — ମର୍ଯ୍ୟାଦା ଦେଖାଇବା; ସମ୍ମାନ କରିବା — Rendering of respects; paying of homage
  • ସଂ. ବି (ସମ୍+ମନ୍ ଧାତୁ=ପୂଜା କରିବା+ ଭାବ. ଅନ+ଅ; +ଆ) — ପରିମାଣ କରିବା — Measuring