ସମ୍ମାତୁର Sammātura

  • ସଂ. ବି. ପୁଂ (ସତ୍+ମାତୃ+ଅପତ୍ୟାର୍ଥ ଅ; ନିପାତନ) — ଭଦ୍ରମାତୁର; ସତୀପୁତ୍ର; ପତିବ୍ରତା ସ୍ତ୍ରୀଙ୍କ ପୁତ୍ର — The son of a chaste or virtuous mother