ସମ୍ଭ୍ରମ କରିବା Sambhrama karibā

  • ଦେ. କ୍ରି — ସମ୍ମାନ କରିବା; ଆଦର କରିବା — To show regard or reverence; to pay one's respects
  • ଦେ. କ୍ରି — ଭକ୍ତି ସହିତ ଭୟ କରିବା — To look up with awe