ସମ୍ଭାଷା Sambhāshā

  • ସଂ. ବି (ସମ୍+ଭାଷ୍ ଧାତୁ=କହିବା+ଭାବ. ଅ;+ ସ୍ତ୍ରୀ ଆ) — ଆଳାପ; ପରସ୍ପର କଥୋପକଥନ — Talk; conversation; discourse
  • ସଂ. ବି (ସମ୍+ଭାଷ୍ ଧାତୁ=କହିବା+ଭାବ. ଅ;+ ସ୍ତ୍ରୀ ଆ) — ଅଭ୍ୟର୍ଥନା — Welcome
  • ଦେ. ବି (ସଂ. ସଂବାଦ) — ଖବର — News; intelligence
  • ଦେ. ବି (ସଂ. ସଂବାଦ) — ପରିଚୟ — Recognition
  • ଦେ. ବି (ସଂ. ସଂବାଦ) — [ଉ—ମୁହଁ କେମନ୍ତେ ହୋଇ ତହିଁକି ଯିବି? କନ୍ଯା ବୋଲି କାହାକୁ ସମ୍ଭାଷଣ ଦେବି? ପ୍ରାଚୀ, ନଳରଚିତ।]