ସମ୍ଭାକୃତ Sambākṛuta

  • ସଂ. ବିଣ — ଦ୍ୱିତୀୟ ବାର କର୍ଷିତ (ଭୂମି) — n (Land) Ploughed for the 2nd time
  • ସଂ. ବି — ଦୁଇ ଓଡ଼ ଚାଷ ହୋଇଥିବା ଜମି; ଦୋଓଡ଼ ଚଷା ଯାଇଥିବା କ୍ଷେତ — A field which has been ploughed twice