ସମ୍ଭାଇବା Sambhāibā
- ଦେ. କ୍ରି (ସଂ. ସମ୍ଭବ) — ସମ୍ଭବ ଜଣା ହେବା — To be thought probable
- ଦେ. କ୍ରି (ସଂ. ସମ୍ଭବ) — ପ୍ରବିଷ୍ଠ ହେବା; ପ୍ରବେଶ କରିବା — To enter into
- ଦେ. କ୍ରି (ସଂ. ସମ୍ଭବ) — [ଉ—ବ୍ରହ୍ମାଣ୍ଡ ଯାହା ଉଦରେ ପ୍ରଳୟେ ସମ୍ଭାଇ। ଭଞ୍ଜ, ବୈଦେହୀଶବିଳାସ।]
- ଦେ. କ୍ରି (ସଂ. ସମ୍ଭବ) — ଭର୍ତ୍ତି ହୋଇଯିବା — To be contained inside
- ଦେ. କ୍ରି (ସଂ. ସମ୍ଭବ) — [ଉ—ସେ ବ୍ରହ୍ମା ସୁଭଦ୍ରା ହୋଇଲେ, ରାଧାଙ୍କ ସଙ୍ଗେ ସମ୍ଭାଇଲେ। ଯଶୋବନ୍ତ, ପ୍ରେମଭକ୍ତି ବ୍ରହ୍ମଗୀତା।]
- ଦେ. କ୍ରି (ସଂ. ସମ୍ଭବ) — ଯଥେଷ୍ଟ ହେବା; କୌଣସି ପାତ୍ରର ଆକାରକୁ ଚାହିଁ ଯଥେଷ୍ଟ ହେବା — To suffice for the capacity of any pot; to be capable of being contained in it
- ଦେ. କ୍ରି (ସଂ. ସମ୍ଭବ) — [ଯଥା—ଏ ଟୋକେଇରେ 5 ଗୌଣୀ ଧାନ ସମ୍ଭାଇବ, ଆଉ ବେଶୀ ଧାନ ସମ୍ଭାଇବ ନାହିଁ।] — [ଯଥା—ଏ ଟୋକେଇରେ5ଗୌଣୀ ଧାନ ସମ୍ଭାଇବ, ଆଉ ବେଶୀ ଧାନ ସମ୍ଭାଇବ ନାହିଁ]