ସମ୍ଭବ Sambhaba

  • ସଂ. ବି (ସମ୍+ ଭୂ ଧାତୁ=ହେବା+ଭାବ. ଅ) — ଉତ୍ପତ୍ତି; ଜନ୍ମ — 1. Birth; origin
  • ସଂ. ବି (ସମ୍+ ଭୂ ଧାତୁ=ହେବା+ଭାବ. ଅ) — (+କର୍ମ. ତ) ହେତୁ; କାରଣ — Reason; cause
  • ସଂ. ବି (ସମ୍+ ଭୂ ଧାତୁ=ହେବା+ଭାବ. ଅ) — ଅନୁମାନ — Guess
  • ସଂ. ବି (ସମ୍+ ଭୂ ଧାତୁ=ହେବା+ଭାବ. ଅ) — ସମ୍ଭାବନା — Probability
  • ସଂ. ବି (ସମ୍+ ଭୂ ଧାତୁ=ହେବା+ଭାବ. ଅ) — ସମୀ— ଚୀନତା — Propriety
  • ସଂ. ବି (ସମ୍+ ଭୂ ଧାତୁ=ହେବା+ଭାବ. ଅ) — ଯୁକ୍ତି — Argument
  • ସଂ. ବି (ସମ୍+ ଭୂ ଧାତୁ=ହେବା+ଭାବ. ଅ) — ଯୋଗ୍ୟତା — Fitness; ability; proficiency
  • ସଂ. ବି (ସମ୍+ ଭୂ ଧାତୁ=ହେବା+ଭାବ. ଅ) — ସଂକେତ — Sign; signal
  • ସଂ. ବି (ସମ୍+ ଭୂ ଧାତୁ=ହେବା+ଭାବ. ଅ) — କ୍ଷମତା; ଶକ୍ତି — Power; ability; might
  • ସଂ. ବି (ସମ୍+ ଭୂ ଧାତୁ=ହେବା+ଭାବ. ଅ) — ପରଚୟ — Acquaintance
  • ସଂ. ବି (ସମ୍+ ଭୂ ଧାତୁ=ହେବା+ଭାବ. ଅ) — ସଖ୍ୟ — Friendship
  • ସଂ. ବି (ସମ୍+ ଭୂ ଧାତୁ=ହେବା+ଭାବ. ଅ) — (+କର୍ତ୍ତୃ. ଅ) ବର୍ତ୍ତମାନ କଳ୍ପର 3 ୟ ଜୈନାବତାର — (+କର୍ତ୍ତୃ. ଅ) ବର୍ତ୍ତମାନ କଳ୍ପର3ୟ ଜୈନାବତାର—. Name of the third incarnation of the Ja̲i̱nas in the modern age