ସମ୍ବିଧା Sambidhā
- ସଂ. ବି (ସମ୍+ବି+ଧା. ଧାତୁ=ଧାରଣ କରିବା+କରଣ. ଅ+ଆ) — ଅଳଂକାର — Ornament
- ସଂ. ବି (ସମ୍+ବି+ଧା. ଧାତୁ=ଧାରଣ କରିବା+କରଣ. ଅ+ଆ) — ସାଜସଜ୍ଜା — Dress; fittings
- ସଂ. ବି (ସମ୍+ବି+ଧା. ଧାତୁ=ଧାରଣ କରିବା+କରଣ. ଅ+ଆ) — ରଚନା; ସଜ୍ଜା — Arrangement; orderly arrangement of parts; toilet; decoration
- ସଂ. ବି (ସମ୍+ବି+ଧା. ଧାତୁ=ଧାରଣ କରିବା+କରଣ. ଅ+ଆ) — ସଂଘଟନ; ଘଟନା — Event; affair
- ସଂ. ବି (ସମ୍+ବି+ଧା. ଧାତୁ=ଧାରଣ କରିବା+କରଣ. ଅ+ଆ) — ଆୟୋଜନ — Preparation
- ସଂ. ବି (ସମ୍+ବି+ଧା. ଧାତୁ=ଧାରଣ କରିବା+କରଣ. ଅ+ଆ) — ବୈଚିତ୍ର — Variety
- ସଂ. ବି (ସମ୍+ବି+ଧା. ଧାତୁ=ଧାରଣ କରିବା+କରଣ. ଅ+ଆ) — ସେବାର ସାମଗ୍ରୀ — Articles used in service
- ସଂ. ବି (ସମ୍+ବି+ଧା. ଧାତୁ=ଧାରଣ କରିବା+କରଣ. ଅ+ଆ) — ଭେଟି — Articles presented as a token of respect