ସମ୍ବିଦିତ Sambidita

  • ସଂ. ବିଣ (ସମ୍+ବିଦିତ) — ପରିଜ୍ଞାତ — Known
  • ସଂ. ବିଣ (ସମ୍+ବିଦିତ) — ପ୍ରତିଜ୍ଞାତ — Promised
  • ସଂ. ବିଣ (ସମ୍+ବିଦିତ) — ପରିଚିତ; ଉତ୍ତମରୂପେ ଜଣାଶୁଣା — Well acquainted; well-known