ସମ୍ବିତ୍ Sambit
- ସଂ. ବି (ସମ୍+ବିଦ୍ ଧାତୁ=ଜାଣିବା+ଭାବ. କ୍ୱିପ୍; 1 ମା. 1 ବ) — ଜ୍ଞାନ; ବୁଦ୍ଧି — Understanding; intellect; wisdom; knowledge; perception
- ସଂ. ବି (ସମ୍+ବିଦ୍ ଧାତୁ=ଜାଣିବା+ଭାବ. କ୍ୱିପ୍; 1 ମା. 1 ବ) — ପରିଚୟ — Acquaintance
- ସଂ. ବି (ସମ୍+ବିଦ୍ ଧାତୁ=ଜାଣିବା+ଭାବ. କ୍ୱିପ୍; 1 ମା. 1 ବ) — ପ୍ରତିଜ୍ଞା — Promise; vow
- ସଂ. ବି (ସମ୍+ବିଦ୍ ଧାତୁ=ଜାଣିବା+ଭାବ. କ୍ୱିପ୍; 1 ମା. 1 ବ) — ଚୁକ୍ତିର ସର୍ତ୍ତ — Condition of an agreement
- ସଂ. ବି (ସମ୍+ବିଦ୍ ଧାତୁ=ଜାଣିବା+ଭାବ. କ୍ୱିପ୍; 1 ମା. 1 ବ) — ନିୟମ— ବିଧି — Rule; regulation
- ସଂ. ବି (ସମ୍+ବିଦ୍ ଧାତୁ=ଜାଣିବା+ଭାବ. କ୍ୱିପ୍; 1 ମା. 1 ବ) — ପ୍ରାକୃତିକ; ବିଧି — Law of nature
- ସଂ. ବି (ସମ୍+ବିଦ୍ ଧାତୁ=ଜାଣିବା+ଭାବ. କ୍ୱିପ୍; 1 ମା. 1 ବ) — ଧର୍ମ—ବିଧି — A religious observance
- ସଂ. ବି (ସମ୍+ବିଦ୍ ଧାତୁ=ଜାଣିବା+ଭାବ. କ୍ୱିପ୍; 1 ମା. 1 ବ) — ଆଚାର — Conduct; practice; usage
- ସଂ. ବି (ସମ୍+ବିଦ୍ ଧାତୁ=ଜାଣିବା+ଭାବ. କ୍ୱିପ୍; 1 ମା. 1 ବ) — ଯୁଦ୍ଧ ସ୍ଥଳରେ ଚିତ୍କାର ଧ୍ୱନି — A battle-cry; war-cry
- ସଂ. ବି (ସମ୍+ବିଦ୍ ଧାତୁ=ଜାଣିବା+ଭାବ. କ୍ୱିପ୍; 1 ମା. 1 ବ) — ସଂକେତ — Sign; signal
- ସଂ. ବି (ସମ୍+ବିଦ୍ ଧାତୁ=ଜାଣିବା+ଭାବ. କ୍ୱିପ୍; 1 ମା. 1 ବ) — ସାଂକେତିକ ପଦ; ଠାର — A watch-word; cypher
- ସଂ. ବି (ସମ୍+ବିଦ୍ ଧାତୁ=ଜାଣିବା+ଭାବ. କ୍ୱିପ୍; 1 ମା. 1 ବ) — ସମାଧି — Burial; deep contemplation; mental abstraction