ସମ୍ବିଗ୍ଧ Sambigdha

  • ସଂ. ବି (ସମ୍+ବିଜ୍ ଧାତୁ=ଭୀତ ହେବା+କର୍ତ୍ତୃ. ତ) — ଭୀତ; ତ୍ରସ୍ତ — Terrified
  • ସଂ. ବି (ସମ୍+ବିଜ୍ ଧାତୁ=ଭୀତ ହେବା+କର୍ତ୍ତୃ. ତ) — ଉଦ୍ବିଗ୍ନ — Anxious; concerned; agitated