ସମ୍ବାହନ Sambāhana

  • ସଂ. ବି (ସମ୍+ବହ୍ ଧାତୁ, ଣିଚ୍+ଭାବ. ଅନ) — ସମ୍ବାହ (ଦେଖ) — Sambāha (See)
  • ସଂ. ବି (ସମ୍+ବହ୍ ଧାତୁ, ଣିଚ୍+ଭାବ. ଅନ) — (ଜଡ଼ବିଜ୍ଞାନ) ଜଳ ବା ବାୟୁଦ୍ୱାରା କୌଣସି ପଦାର୍ଥର ତାପ ଅନ୍ଯ ପଦାର୍ଥକୁ ବାହିତ ହେବା — (physics) Convection of heat by water or air