ସମ୍ବାରିଆ Sambāriā
- ଦେ. ବିଣ — ସୋମବାରରେ ଘଟିବା — Happening on or relating to monday
- ଦେ. ବିଣ — [ଉ—ସମ୍ବାରିଆ ହାଟ, ସମ୍ବାରିଆ କଚିରି।]
- ଦେ. ବିଣ — (ପୁଂ) ସୋମବାର ଦିନ ଜନ୍ମଗ୍ରହଣ କରିଥିବା — (a male) Born on monday
- ଦେ. ବିଣ — (ପୁଂ) ସୋମବାର ବ୍ରତ ପାଳିଥିବା — (masculine) Observing fast on monday
- ଦେ. ବି. ପୁଂ — ସୋମବାର ଦିନ ଜନ୍ମ ହୋଇଥିବା କୌଣସି କୌଣସି ବ୍ଯକ୍ତିକୁ ଦିଆଯିବା ନାମ — A name given to a person born on a Monday
- ଦେ. ବି. ପୁଂ — ସୋମବାର ଦିନ ହବିଷ୍ୟ ବା ବ୍ରତ କରିଥିବା ବ୍ଯକ୍ତି — r . A peron who observes fast on Monday