ସମ୍ବାଧ Sambādha
- ସଂ. ବି (ସମ୍+ବଧ୍ ଧାତୁ=ପୀଡ଼ନ କରିବା+ଭାବ. ଅ; ସମ୍+ବାଧା +ଅ) — ସମ୍ୟକ୍ ବାଧା; ବିଶେଷ ବିଘ୍ନ — Impediment; serious obstacle
- ସଂ. ବି (ସମ୍+ବଧ୍ ଧାତୁ=ପୀଡ଼ନ କରିବା+ଭାବ. ଅ; ସମ୍+ବାଧା +ଅ) — ଭିଡ଼; ଜନତା — Crowd
- ସଂ. ବି (ସମ୍+ବଧ୍ ଧାତୁ=ପୀଡ଼ନ କରିବା+ଭାବ. ଅ; ସମ୍+ବାଧା +ଅ) — ଭଗ; ଯୋନିମାର୍ଗ (ମେଦିନୀ) — The female organ; the vulva
- ସଂ. ବି (ସମ୍+ବଧ୍ ଧାତୁ=ପୀଡ଼ନ କରିବା+ଭାବ. ଅ; ସମ୍+ବାଧା +ଅ) — ସଂକଟ— (ମେଦିନୀ) — Critical condition; a narrow pass
- ସଂ. ବି (ସମ୍+ବଧ୍ ଧାତୁ=ପୀଡ଼ନ କରିବା+ଭାବ. ଅ; ସମ୍+ବାଧା +ଅ) — ଭୟ (ଶବ୍ଦରତ୍ନାବଳୀ) — Fear; dread
- ସଂ. ବି (ସମ୍+ବଧ୍ ଧାତୁ=ପୀଡ଼ନ କରିବା+ଭାବ. ଅ; ସମ୍+ବାଧା +ଅ) — ମହାବିପଦ — Great danger; difficulty
- ସଂ. ବି (ସମ୍+ବଧ୍ ଧାତୁ=ପୀଡ଼ନ କରିବା+ଭାବ. ଅ; ସମ୍+ବାଧା +ଅ) — ସଂଘର୍ଷ — Collision
- ସଂ. ବି (ସମ୍+ବଧ୍ ଧାତୁ=ପୀଡ଼ନ କରିବା+ଭାବ. ଅ; ସମ୍+ବାଧା +ଅ) — ନରକର ଦ୍ୱାର (ଶବ୍ଦରତ୍ନାବଳୀ) — The door leading to hell
- ସଂ. ବି (ସମ୍+ବଧ୍ ଧାତୁ=ପୀଡ଼ନ କରିବା+ଭାବ. ଅ; ସମ୍+ବାଧା +ଅ) — ଉପରକୁ ମାଡ଼ିଆସିବା — Pressing on (Apte)
- ସଂ. ବି (ସମ୍+ବଧ୍ ଧାତୁ=ପୀଡ଼ନ କରିବା+ଭାବ. ଅ; ସମ୍+ବାଧା +ଅ) — ଆଘାତ କରିବା — Striking; hurting (Apte)
- ସଂ. ବିଣ (ବହୁବ୍ରୀହି; ସମ୍+ବାଧା+ଅ) — ସଂକୀର୍ଣ୍ଣ; ଅପ୍ରଶସ୍ତ — Narrow
- ସଂ. ବିଣ (ବହୁବ୍ରୀହି; ସମ୍+ବାଧା+ଅ) — ଜନତାପୂର୍ଣ୍ଣ — Crowded