ସମ୍ବାଦ Sambāda
- ସଂ. ବି (ସମ୍+ବଦ ଧାତୁ=ବହିବା+କର୍ମ. ଅ) — ଖବର; କର୍ତ୍ତା; ସମାଚାର — News; tidings; intelligence; report
- ସଂ. ବି (ସମ୍+ବଦ ଧାତୁ=ବହିବା+କର୍ମ. ଅ) — ଲୋକ ମୁଖରେ ପ୍ରଚାରିତ ସମାଚାର — Report or news spread from mouth to mouth
- ସଂ. ବି (ସମ୍+ବଦ ଧାତୁ=ବହିବା+କର୍ମ. ଅ) — ବୃତ୍ତାନ୍ତ — Information; detailed account
- ସଂ. ବି (ସମ୍+ବଦ ଧାତୁ=ବହିବା+କର୍ମ. ଅ) — ସାଦୃଶ୍ୟ — Resembance; similarity
- ସଂ. ବି (ସମ୍+ବଦ ଧାତୁ=ବହିବା+କର୍ମ. ଅ) — ସମ୍ଭାଷ; ସମ୍ଭାଷଣ; କଥୋପକଥନ — Conversation; discourse
- ସଂ. ବି (ସମ୍+ବଦ ଧାତୁ=ବହିବା+କର୍ମ. ଅ) — ଦୁଇଜଣଙ୍କ ମଧ୍ୟରେ କଥାଭାଷା — Dialouge
- ସଂ. ବି (ସମ୍+ବଦ ଧାତୁ=ବହିବା+କର୍ମ. ଅ) — ପୁରାଣରେ ବର୍ଣ୍ଣିତ ଦୁଇ ଜଣଙ୍କ କଥୋପକଥନ — A dialouge between two persons as reported in the mythology
- ସଂ. ବି (ସମ୍+ବଦ ଧାତୁ=ବହିବା+କର୍ମ. ଅ) — (ଉ—ମନୁ ବୋଇଲେ ଆହେ ବଳି ଶୁକ୍ରଙ୍କର, ଏ ବିଷୟେ ସମ୍ବାଦ ଅଛି ଦ୍ୱିଜବର—କୃଷ୍ଣସିଂହ, ମହାଭାରତ, ଅନୁଶାସନ।)
- ସଂ. ବି (ସମ୍+ବଦ ଧାତୁ=ବହିବା+କର୍ମ. ଅ) — ପୁରାଣବର୍ଣ୍ଣିତ ଘଟନା ବା ବିଷୟ — A mythological episode
- ଦେ. ବି (କଚିରିଆ) କଚିରିରେ ସଞ୍ଚିତ ନଥିରେ ଥିବା କୌଣସି ବିଷୟର ସମାଚାର; ସମ୍ପାଦ — Information regarding the contents of any public record