ସମ୍ବାଦୀ Sambādī

  • ସଂ. ବିଣ. ପୁଂ (ସମ୍+ବଦ୍ ଧାତୁ+କର୍ତ୍ତ ଇନ୍; 1 ମା. 1 ବ) — ଗାନକାରୀ — Singing
  • ସଂ. ବିଣ. ପୁଂ (ସମ୍+ବଦ୍ ଧାତୁ+କର୍ତ୍ତ ଇନ୍; 1 ମା. 1 ବ) — ଉଚ୍ଚାରଣ— କାରୀ; କଥନକାରୀ — Speaking; uttering
  • ସଂ. ବିଣ. ପୁଂ (ସମ୍+ବଦ୍ ଧାତୁ+କର୍ତ୍ତ ଇନ୍; 1 ମା. 1 ବ) — ଏକରୂପ ସମ୍ବାଷଣକାରୀ — Speaking similarly
  • ସଂ. ବିଣ. ପୁଂ (ସମ୍+ବଦ୍ ଧାତୁ+କର୍ତ୍ତ ଇନ୍; 1 ମା. 1 ବ) — ତୁଲ୍ୟ; ଏକରୂପ — Similar
  • ସଂ. ବି — (ସଙ୍ଗୀତ) ବାଦ୍ୟସ୍ୱରର ସହଗାମୀ ସ୍ୱର — A tune accompanying a principal tune; paraphonia