ସମ୍ବାଦ ବହ Sambāda baha

  • ସଂ. ବିଣ ଓ ବି ପୁଂ (ସମ୍ବାଦ=ବିହ୍, ଧାତୁ+କର୍ତ୍ତୃ. ଅ) — ଯେଉଁ ବ୍ଯକ୍ତି ଖବର ନିଆଅଣା କରେ — Carrier of news; messenger