ସମ୍ବାଦ ଦେବା Sambāda debā

  • ଦେ. କ୍ରି — ସମ୍ବାଦ ପଠାଇବା; କୌଣସି ବ୍ଯକ୍ତିଙ୍କ ନିକଟକୁ କୌଣସି ସମ୍ବାଦ ପଠାଇବା — To send any information
  • ଦେ. କ୍ରି — କୌଣସି ବ୍ଯକ୍ତିକୁ କୌଣସି ଖବର ଜଣାଇବା; ଏତଲା ଦେବା — To give or lodge any information