ସମ୍ବହ Sambaha
- ସଂ. ବି (ସମ୍=ସମ୍ୟକ+ବହ୍ ଧାତୁ=ବହନ କରିବା+ ଭାବ. ଅ) — ସମ୍ୟକ ବହନ — Carrying; wafting
- ସଂ. ବି (ସମ୍=ସମ୍ୟକ+ବହ୍ ଧାତୁ=ବହନ କରିବା+ ଭାବ. ଅ) — (+କର୍ତ୍ତୃ. ଅ) ବାୟୁ ବିଶେଷ; ମେଘବାହୀ 5 ଗୋଟି ବାୟୁରୁ ଏକତମ — (+କର୍ତ୍ତୃ. ଅ) ବାୟୁ ବିଶେଷ; ମେଘବାହୀ5ଗୋଟି ବାୟୁରୁ ଏକତମ— . Name of one of the 5 winds, which wafts or carries the clouds to and fro
- ସଂ. ବି (ସମ୍=ସମ୍ୟକ+ବହ୍ ଧାତୁ=ବହନ କରିବା+ ଭାବ. ଅ) — [ଦ୍ର—ଯେଉଁ ବାୟୁ ମେଘମାନଙ୍କୁ ଇତସ୍ତତଃ ସଂଚାଳନ କରେ ଓ ଆକାଶରେ ବିମାନମାନଙ୍କୁ ଚଳାଏ, ତାହାର ନାମ ସମ୍ବହ ବାୟୁ। ଅନ୍ଯ 4 ଗୋଟି ବାୟୁର ନାମ ଉଦ୍ବହ, ବିବହ, ଆବହ ଓ ପ୍ରବାହ।] — [ଦ୍ର—ଯେଉଁ ବାୟୁ ମେଘମାନଙ୍କୁ ଇତସ୍ତତଃ ସଂଚାଳନ କରେ ଓ ଆକାଶରେ ବିମାନମାନଙ୍କୁ ଚଳାଏ, ତାହାର ନାମ ସମ୍ବହ ବାୟୁ ଅନ୍ଯ4ଗୋଟି ବାୟୁର ନାମ ଉଦ୍ବହ, ବିବହ, ଆବହ ଓ ପ୍ରବାହ]