ସମ୍ବଲପୁରି Sambalapuri

  • ଦେ. ବିଣ — ସମ୍ବଲପୁର ସଂବନ୍ଧୀୟ — Relating to Sambalpur
  • ଦେ. ବିଣ — ସମ୍ବଲପୁର ଅଞ୍ଚଳରେ ଜାତ ବା ପ୍ରସ୍ତୁତ — Produced or manufactured in Sambalpur
  • ଦେ. ବିଣ — ବିଣ ଓ ବି (ପୁଂ) ସମ୍ବଲପୁର ଅଧିବାସୀ; ସମ୍ବଲପୁରବାସୀ — Resident of Sambalpur