ସମ୍ବର୍ଦ୍ଧିତ କେଶ Sambarddhita keṡa

  • ସଂ. ବି (କର୍ମଧା) — ଅତିଶୟ ବଢ଼ିଥିବା କେଶ; ବଢ଼ା ଯାଇଥିବା କେଶ; ଯେଉଁ କେଶ ଖିଅର ବା କତୁରା ନ ହୋଇଥିବାରୁ ବଢ଼ି ଯାଇ— ଥାଏ — Hairs suffered to grow very long
  • ସଂ. ବିଣ. ପୁଂ (ବହୁବ୍ରୀହି) — ଯେଉଁ ବ୍ଯକ୍ତି ଖିଅର ନ ହୋଇ କେଶନାଶକ ଔଷଧାଦି ପ୍ରୟୋଗ ନ କରି ଆପଣାର କେଶକୁ ବଢ଼ାଇଥାଏ — (a person) Who has caused his hairs to grow very long