ସମ୍ବର୍ଦ୍ଧନା Sambarddhanā

  • ସଂ. ବି. (ସମ୍+ବୃଧ୍ ଧାତୁ ଣିଚ୍ ବର୍ଦ୍ଧି ଧାତୁ=ବଢ଼ା- ଇବା+ଭାବ. ଅନ+ସ୍ତ୍ରୀ. ଆ) — ସମ୍ୟକ୍ ବୃଦ୍ଧି କରାଇବା; ବଢ଼ାଇବା — Augmenting; enhanching; augmentation
  • ସଂ. ବି. (ସମ୍+ବୃଧ୍ ଧାତୁ ଣିଚ୍ ବର୍ଦ୍ଧି ଧାତୁ=ବଢ଼ା- ଇବା+ଭାବ. ଅନ+ସ୍ତ୍ରୀ. ଆ) — ସମ୍ମାନନ; ସମ୍ମାନ ଦେଖାଇବା — Act of paying respects; or doing homage
  • ସଂ. ବି. (ସମ୍+ବୃଧ୍ ଧାତୁ ଣିଚ୍ ବର୍ଦ୍ଧି ଧାତୁ=ବଢ଼ା- ଇବା+ଭାବ. ଅନ+ସ୍ତ୍ରୀ. ଆ) — ଅଭ୍ୟର୍ଥନା — Welcoming
  • ସଂ. ବି. (ସମ୍+ବୃଧ୍ ଧାତୁ ଣିଚ୍ ବର୍ଦ୍ଧି ଧାତୁ=ବଢ଼ା- ଇବା+ଭାବ. ଅନ+ସ୍ତ୍ରୀ. ଆ) — (ସମ୍+ବୃଧ୍ ଧାତୁ=ବଢ଼ିବା+ଭାବ. ଅନ+ଆ) ସମ୍ୟକ୍ ବୃଦ୍ଧି — Increase
  • ସଂ. ବି. (ସମ୍+ବୃଧ୍ ଧାତୁ ଣିଚ୍ ବର୍ଦ୍ଧି ଧାତୁ=ବଢ଼ା- ଇବା+ଭାବ. ଅନ+ସ୍ତ୍ରୀ. ଆ) — (+କର୍ତ୍ତୃ. ଅନ) ସମୃଦ୍ଧି; ସମ୍ପତ୍ତି — Prosperity
  • ସଂ. ବିଣ. ପୁଂ (+କର୍ତ୍ତୃ ଅନ) — ସମ୍ବର୍ଦ୍ଧକ (ଦେଖ) — Sambarddhaka (See)