ସମ୍ବନ୍ଧିନୀ Sambandhinī
- ସଂ. ବି — ସ୍ନେହ ଉଦ୍ଦୀପନାର ବିକାର ବିଶେଷ — A phase of kindling of affection or love
- ସଂ. ବି — (ଉ—ସନ୍ଧିନୀ ସମ୍ବନ୍ଧୀନୀ ଆହ୍ଲାଦିନୀ, ବିକାର ତତ୍ତ୍ୱ ଗୁଣ ଅଛି ଘେନି। ସାମନ୍ତସିଂହାର, ବିଦଗ୍ଧଚିନ୍ତାମଣି।)
- ସଂ. ବିଣ. ସ୍ତ୍ରୀ — ସମ୍ବନ୍ଧୀର ସ୍ତ୍ରୀଲିଙ୍ଗ — Feminine of Sambandhī