ସମ୍ବନନ Sambanana
- ସଂ. ବି (ସମ୍+ବନ୍. ଧାତୁ= ଯାଚ୍ଞ୍ଜା କରିବା, ଅଧୀନ କରିବା+ଭାବ. ଅନ) — ଆଲୋଚନା — Discussion; debating
- ସଂ. ବି (ସମ୍+ବନ୍. ଧାତୁ= ଯାଚ୍ଞ୍ଜା କରିବା, ଅଧୀନ କରିବା+ଭାବ. ଅନ) — ବଶୀକରଣ — Subjugating; bringing under control
- ସଂ. ବି (ସମ୍+ବନ୍. ଧାତୁ= ଯାଚ୍ଞ୍ଜା କରିବା, ଅଧୀନ କରିବା+ଭାବ. ଅନ) — ମନ୍ତ୍ରୌଷଧି ଦ୍ୱାରା ମୁଗ୍ଧ କରିବା — Fascinating; infatuating; charming