ସମ୍ବଦ୍ଧ Sambaddha

  • ସଂ. ବିଣ (ସମ୍+ବନ୍ଧ୍. ଧାତୁ=ବାନ୍ଧିବା+କର୍ମ. ତ) — ସମ୍ବନ୍ଧଯୁକ୍ତ — Having relation or connection; related to
  • ସଂ. ବିଣ (ସମ୍+ବନ୍ଧ୍. ଧାତୁ=ବାନ୍ଧିବା+କର୍ମ. ତ) — ଦୃଢ଼ବଦ୍ଧ; ପରସ୍ପର ସହିତ ବନ୍ଧା ହୋଇଥିବା — Well tied; bound; fastened together
  • ସଂ. ବିଣ (ସମ୍+ବନ୍ଧ୍. ଧାତୁ=ବାନ୍ଧିବା+କର୍ମ. ତ) — ସଂଯୁକ୍ତ; ସମ୍ମିଳିତ — Associated; joined to; united with; connected with
  • ସଂ. ବିଣ (ସମ୍+ବନ୍ଧ୍. ଧାତୁ=ବାନ୍ଧିବା+କର୍ମ. ତ) — ନିରୁଦ୍ଧ (ଦ୍ୱାରାଦି) — Closed; shut (Apte)
  • ସଂ. ବିଣ (ସମ୍+ବନ୍ଧ୍. ଧାତୁ=ବାନ୍ଧିବା+କର୍ମ. ତ) — ବିଶିଷ୍ଟ — Endowed with. (Apte)
  • ସଂ. ବିଣ (ସମ୍+ବନ୍ଧ୍. ଧାତୁ=ବାନ୍ଧିବା+କର୍ମ. ତ) — (ବ୍ୟାକରଣ) ଅର୍ଥ ରଚନା ସମ୍ବନ୍ଧ ବିଶିଷ୍ଟ — Connected in sense; grammatically connected (Apte)