ସମ୍ବଦନ Sambadana
- ସଂ. ବି (ସମ୍+ବଦ୍ ଧାତୁ=କହିବା+ଭାବ. ଅନ) — କଥନ — Speaking
- ସଂ. ବି (ସମ୍+ବଦ୍ ଧାତୁ=କହିବା+ଭାବ. ଅନ) — ଉଚ୍ଚାରଣ — Uttering
- ସଂ. ବି (ସମ୍+ବଦ୍ ଧାତୁ=କହିବା+ଭାବ. ଅନ) — (+କର୍ମ. ଅନ) ସଂବାଦ — News; intelligence
- ସଂ. ବି (ସମ୍+ବଦ୍ ଧାତୁ=କହିବା+ଭାବ. ଅନ) — ସଦୃଶୀ— କରଣ — Act of making similar; equalisation