ସମ୍ଫୁଲ୍ଲ Samphulla

  • ସଂ. ବିଣ (ସମ୍=ସମ୍ୟକ୍+ଫୁଲ୍ଲ. ଧାତୁ=ପ୍ରସ୍ଫୁଟିତ ହେବା+କର୍ତ୍ତୃ. ତ) — ପ୍ରଫୁଲ୍ଲ — Delighted
  • ସଂ. ବିଣ (ସମ୍=ସମ୍ୟକ୍+ଫୁଲ୍ଲ. ଧାତୁ=ପ୍ରସ୍ଫୁଟିତ ହେବା+କର୍ତ୍ତୃ. ତ) — ପ୍ରସ୍ଫୁଟିତ; ବିକସିତ — Full blown; expanded