ସମ୍ପ୍ରୋକ୍ଷଣ Samprokshaṇa

  • ସଂ. ବି (ସମ୍+ପ୍ରୋକ୍ଷଣ) — ସମ୍ୟକ୍ ଜଳସେଚନ — Thorough sprinkling
  • ସଂ. ବି (ସମ୍+ପ୍ରୋକ୍ଷଣ) — ବଳିଦାନ ପୂର୍ବରୁ ପଶୁ ବଧ ସ୍ଥାନରେ ପଶୁ ଉପରେ ମନ୍ତ୍ରପାଠପୂର୍ବକ ଜଳସେଚନ — Consecration of the victim by sprinkling water over it by uttering some formulas