ସମ୍ପ୍ରେଷ Sampresha

  • ସଂ. ବି (ସମ୍+ପ୍ର+ଇଷ୍ ଧାତୁ=ଗମନ କରିବା+ ଭାବ. ଅ) — ନିଯୋଗ; ବିଧି — Rule
  • ସଂ. ବି (ସମ୍+ପ୍ର+ଇଷ୍ ଧାତୁ=ଗମନ କରିବା+ ଭାବ. ଅ) — ପ୍ରେରଣ — Sending away. (Apte)
  • ସଂ. ବି (ସମ୍+ପ୍ର+ଇଷ୍ ଧାତୁ=ଗମନ କରିବା+ ଭାବ. ଅ) — ସଂବାଦ ପ୍ରେରଣ — Sending of message (Apte)