ସମ୍ପ୍ରୀତ Samprīta
- ସଂ. ବିଣ (ସମ୍+ପ୍ରୀତ) — ସନ୍ତୁଷ୍ଟ — Satisfied; content
- ସଂ. ବିଣ (ସମ୍+ପ୍ରୀତ) — ଅତି ହୃଷ୍ଟ; ଅତ୍ୟନ୍ତ ପ୍ରୀତିଯୁକ୍ତ — Much pleased; gratified; delighted; overjoyed
- ସଂ. ବିଣ (ସମ୍+ପ୍ରୀତ) — ପରସ୍ପର ପ୍ରତି ପ୍ରୀତ — Mutually loving; on good terms with each other