ସମ୍ପ୍ରହାର Samprahāra

  • ସଂ. ବି (ସମ୍+ପ୍ରହାର) — ସମ୍ୟକ୍ ପ୍ରହାର; ବିଶେଷ ପ୍ରହାର — Sound beating
  • ସଂ. ବି (ସମ୍+ପ୍ରହାର) — ଦହନ; ମାରଣ (ଧରଣୀ) — Slaughter
  • ସଂ. ବି (ସମ୍+ପ୍ରହାର) — ଗମନ (ମେଦିନୀ) — Going; motion
  • ସଂ. ବି (ସମ୍+ପ୍ରହାର) — ଯୁଦ୍ଧ (ଅମର) — Fight; battle
  • ସଂ. ବି (ସମ୍+ପ୍ରହାର) — ମାଡ଼ ମରାମରି; ପିଟାପିଟି — Mutual striking; a strife