ସମ୍ପ୍ରସାଦ Samprasāda

  • ସଂ. ବି (ସମ୍+ପ୍ର+ସଦ୍ ଧାତୁ=ପ୍ରସନ୍ନ ହେବା+ ଭାବ. ଅ) — ପ୍ରସନ୍ନତା — Favour
  • ସଂ. ବି (ସମ୍+ପ୍ର+ସଦ୍ ଧାତୁ=ପ୍ରସନ୍ନ ହେବା+ ଭାବ. ଅ) — ବିଶ୍ୱାସ — Trust
  • ସଂ. ବି (ସମ୍+ପ୍ର+ସଦ୍ ଧାତୁ=ପ୍ରସନ୍ନ ହେବା+ ଭାବ. ଅ) — ସୁଷୁପ୍ତି; ଗଭୀର ନିଦ୍ରା — Slumber; sound sleep
  • ସଂ. ବି (ସମ୍+ପ୍ର+ସଦ୍ ଧାତୁ=ପ୍ରସନ୍ନ ହେବା+ ଭାବ. ଅ) — ଯୋଗ ଶାସ୍ତ୍ରୋକ୍ତ ଚିତ୍ତର ନିର୍ମଳତାସଂପାଦକ ଯତ୍ନ— ବିଶେଷ — (J̄oga) A trial for bringing about peace or contentment of mind