ସମ୍ପ୍ରଯୋଗ Samprayoga

  • ସଂ. ବି (ସମ୍+ପ୍ର+ୟଜ୍ ଧାତୁ=ଯୋଗ କରିବା +ଭାବ. ଅ) — ବିନିଯୋଗ; ପ୍ରୟୋଗ — Application;
  • ସଂ. ବି (ସମ୍+ପ୍ର+ୟଜ୍ ଧାତୁ=ଯୋଗ କରିବା +ଭାବ. ଅ) — ଧନାଦିର ବୃଦ୍ଧି ନିମନ୍ତେ ପ୍ରୟୋଗ; ଧନ ପ୍ରୟୋଗ; ଲାଭପାଇଁ ବା ସୁଧପାଇଁ ଟଙ୍କା ଖଟାଇବା — Investment of money
  • ସଂ. ବି (ସମ୍+ପ୍ର+ୟଜ୍ ଧାତୁ=ଯୋଗ କରିବା +ଭାବ. ଅ) — ମାରଣ, ବଶୀକରଣ; ଉଚ୍ଚାଟନ ଆଦି ତାନ୍ତ୍ରିକ କ୍ରିୟା — Tāntric or esoteric or mesmeric rites employed to control the action of other persons
  • ସଂ. ବି (ସମ୍+ପ୍ର+ୟଜ୍ ଧାତୁ=ଯୋଗ କରିବା +ଭାବ. ଅ) — ଇନ୍ଦ୍ରଜାଲ; କୁହୁକ — Magic; the black art
  • ସଂ. ବି (ସମ୍+ପ୍ର+ୟଜ୍ ଧାତୁ=ଯୋଗ କରିବା +ଭାବ. ଅ) — ସାପେକ୍ଷତା — Corelation; mutual dependence
  • ସଂ. ବି (ସମ୍+ପ୍ର+ୟଜ୍ ଧାତୁ=ଯୋଗ କରିବା +ଭାବ. ଅ) — ସମ୍ବନ୍ଧ — Relationship
  • ସଂ. ବି (ସମ୍+ପ୍ର+ୟଜ୍ ଧାତୁ=ଯୋଗ କରିବା +ଭାବ. ଅ) — ସଂଯୋଗ — Connection
  • ସଂ. ବି (ସମ୍+ପ୍ର+ୟଜ୍ ଧାତୁ=ଯୋଗ କରିବା +ଭାବ. ଅ) — ଯୌନ ସଙ୍ଗମ; ସଂପର୍କ; ରମଣ; ମୌଥୁନ — Cohabitation; mutual sexual intercourse; sexual union
  • ସଂ. ବି (ସମ୍+ପ୍ର+ୟଜ୍ ଧାତୁ=ଯୋଗ କରିବା +ଭାବ. ଅ) — ଲମ୍ପଟ୍ୟ — Lechery
  • ସଂ. ବି (ସମ୍+ପ୍ର+ୟଜ୍ ଧାତୁ=ଯୋଗ କରିବା +ଭାବ. ଅ) — ସଂଯୋଗ; ମିଳତ — Union; meeting (Apte)
  • ସଂ. ବି (ସମ୍+ପ୍ର+ୟଜ୍ ଧାତୁ=ଯୋଗ କରିବା +ଭାବ. ଅ) — ଧାରା — Connected series or order
  • ସଂ. ବି (ସମ୍+ପ୍ର+ୟଜ୍ ଧାତୁ=ଯୋଗ କରିବା +ଭାବ. ଅ) — ତାନ୍ତ୍ରିକ ଅଭିଚାର (ଯଥା—ମାରଣ, ବଶୀକରଣ, ଉଚ୍ଚାଟନ) ର ପ୍ରୟୋଗ (ବିଶ୍ୱକୋଷ) — Application of Tantric charms against persons