ସମ୍ପ୍ରଧାରଣା Sampradhāraṇā

  • ସଂ. ବି (ସମ୍+ପ୍ର+ଣିଜନ୍ତ ଧୃ ଧାତୁ+ଭାବ. ଅନ; +ଆ) — ଯୁକ୍ତାଯୁକ୍ତ ବିବେ— ଚନା; ସଦସଦ୍ ବିବେଚନା; ଉଚିତାନୁଚିତ; ନିଶ୍ଚୟ — Discrimination; making distinction between right and wrong; determining the propriety or otherwise of anything
  • ସଂ. ବି (ସମ୍+ପ୍ର+ଣିଜନ୍ତ ଧୃ ଧାତୁ+ଭାବ. ଅନ; +ଆ) — କର୍ତ୍ତବ୍ୟାଧାରଣ; କର୍ତ୍ତବ୍ୟ ନିଶ୍ଚୟ — Moral judgement; ascertainment of one's duty
  • ସଂ. ବି (ସମ୍+ପ୍ର+ଣିଜନ୍ତ ଧୃ ଧାତୁ+ଭାବ. ଅନ; +ଆ) — ଅବଧାରଣା; ନିର୍ଣ୍ଣୟ — Ascertainment