ସମ୍ପ୍ରଦାୟ Sampradāya

  • ସଂ. ବି (ସମ୍+ପ୍ର+ଦା ଧାତୁ=ଉପଦେଶ ଦେବା+ କର୍ମ ଅ, ଯ ଆଗମ) — ଗୁରୁପରମ୍ପରା— ଗତ ଉପଦେଶ — Instruction transmitted from a preceptor to a disciple for generations; (Apte); traditions handed down from generation to generation of teachers
  • ସଂ. ବି (ସମ୍+ପ୍ର+ଦା ଧାତୁ=ଉପଦେଶ ଦେବା+ କର୍ମ ଅ, ଯ ଆଗମ) — ଗୁରୁ ପରମ୍ପରା କ୍ରମେ ପ୍ରଚାରିତ ଧର୍ମ ମତାବାଦ — Traditional religious doctrines; a peculiar system of religious teaching
  • ସଂ. ବି (ସମ୍+ପ୍ର+ଦା ଧାତୁ=ଉପଦେଶ ଦେବା+ କର୍ମ ଅ, ଯ ଆଗମ) — ସମାଜ — Sect; community
  • ସଂ. ବି (ସମ୍+ପ୍ର+ଦା ଧାତୁ=ଉପଦେଶ ଦେବା+ କର୍ମ ଅ, ଯ ଆଗମ) — ଦଳ; ଗୋଷ୍ଠୀ — A company; band, a troupe
  • ସଂ. ବି (ସମ୍+ପ୍ର+ଦା ଧାତୁ=ଉପଦେଶ ଦେବା+ କର୍ମ ଅ, ଯ ଆଗମ) — ସଦାଚାର; ରୀତି — Established custom; usage (Apte)
  • ସଂ. ବି (ସମ୍+ପ୍ର+ଦା ଧାତୁ=ଉପଦେଶ ଦେବା+ କର୍ମ ଅ, ଯ ଆଗମ) — ଏକ ଜାତି ବା ସମାଜ ବା ଧର୍ମାବଲମ୍ବୀଙ୍କ ମଧ୍ୟସ୍ଥ ବିଶିଷ୍ଟ ମତାବଲମ୍ବୀ ବା ସ୍ୱତନ୍ତ୍ର ଦେବପୂଜକଦଳ ବା ଶାଖା — Subsect; sub caste
  • ସଂ. ବି (ସମ୍+ପ୍ର+ଦା ଧାତୁ=ଉପଦେଶ ଦେବା+ କର୍ମ ଅ, ଯ ଆଗମ) — [ଦ୍ର—ହିନ୍ଦୁ ଧର୍ମାବଲମ୍ବୀମାନେ ବୈଷ୍ଣବ ଶୈବ, ଶାକ୍ତ, ଗାଣପତ୍ୟ, ସୌର ଆଦି ନାନା ସମ୍ପ୍ରଦାୟରେ ବିଭକ୍ତ। ଏହି ସମ୍ପ୍ରଦାୟମାନେ ପୁଣି ନାନା ଉପସମ୍ପ୍ରଦାୟରେ ବିଭକ୍ତ। ଯଥା—ବୈଷ୍ଣବମାନେ ରାମାଉତୀ ଆଦି, ଗୌଡ଼ୀୟମାନେ ଶ୍ରୀ ଆଦି ନାନା ସମ୍ପ୍ରଦାୟ ବା ଉପ— ସମ୍ପ୍ରଦାୟରେ ବିଭକ୍ତ। ଖ୍ରୀଷ୍ଟାନମାନେ ପ୍ରୋଟେଷ୍ଟାଣ୍ଟ୍, ରୋମାନ୍ କାଥଲିକ୍; ଗ୍ରୀକ୍ଚର୍ଚ୍ଚ ଓ ଯୀଉ ଆଦି ସମ୍ପ୍ରଦାୟରେ ବିଭକ୍ତ। ମୁସଲମାନମାନେ ମଧ୍ୟ ସୀହା, ସୁନୀ ଆଦି ସମ୍ପ୍ରଦାୟରେ ବିଭକ୍ତ।]
  • ଦେ. ବି — ସମ୍ପ୍ରଦା (ଦେଖ) — Sampradā (See)