ସମ୍ପ୍ରଦାନ Sampradāna

  • ସଂ. ବି (ସମ୍+ପ୍ରଦାନ) — ସମ୍ପୂର୍ଣ୍ଣରୂପେ ଦାନ; ସମର୍ପଣ; ସ୍ୱ ସ୍ୱତ୍ୱ ଧ୍ୱଂସ ପୂର୍ବକ ପରସ୍ୱତ୍ୱର ଉଦ୍ଭଦ ହେବା ପାଇଁ ଦାନ — Act of giving away; bestowing; donation; a gift out and out
  • ସଂ. ବି (ସମ୍+ପ୍ରଦାନ) — ବରଙ୍କୁ କନ୍ୟାଦାନରୂପେ କର୍ମ — The act or ceremony to giving away a daughter in marriage to the bridegroom
  • ସଂ. ବି (ସମ୍+ପ୍ରଦାନ) — (ସଂସ୍କୃତ —ବ୍ୟାକରଣ) 4 ର୍ଥୀ ବିଭକ୍ତିର କାରକ; ଯେଉଁ ବ୍ଯକ୍ତିକୁ ଦାନ କରାଯାଏ ତତ୍ସମ୍ବନ୍ଧୀୟ କାରକ — (ସଂସ୍କୃତ —ବ୍ୟାକରଣ)4ର୍ଥୀ ବିଭକ୍ତିର କାରକ; ଯେଉଁ ବ୍ଯକ୍ତିକୁ ଦାନ କରାଯାଏ ତତ୍ସମ୍ବନ୍ଧୀୟ କାରକ—. (Sanskrit grammar) The dative case
  • ସଂ. ବି (ସମ୍+ପ୍ରଦାନ) — [ଦ୍ର—ଦାତାର ସ୍ୱସ୍ୱତ୍ୱକୁ ଲୋପ କରି ଦତ୍ତ ବସ୍ତୁରେ ଦାନଗ୍ରହୀତାଙ୍କ ସ୍ୱତ୍ୱର ଉଦ୍ଭବ କରାଯିବା ଉଦ୍ଦେଶ୍ୟରେ ଦାନ କରିବା କ୍ରିୟା ସ୍ଥଳରେ ସମ୍ପ୍ରଦାନ କାରକ 4 ର୍ଥୀ ବିଭକ୍ତି ହୁଏ; ଯଥା ରାଜା ବ୍ରାହ୍ମଣଙ୍କୁ ଗୋରୁ ଦାନ କଲେ—ଏଠାରେ ବ୍ରାହ୍ମଣଙ୍କୁ ସମ୍ପ୍ରଦାନ କାରକ 4 ର୍ଥୀ ବିଭକ୍ତି ହେଲା; କିନ୍ତୁ ଯେଉଁଠାରେ ଦାତାଙ୍କ ସ୍ୱସ୍ୱତ୍ୱ ଲୋପ ନ ହୁଏ ସେଠାରେ ସମ୍ପ୍ରଦାନ କାରକ 4 ର୍ଥୀ ବିଭକ୍ତ ହୁଏ ନାହିଁ। ଯଥା ସେ ଧୋବାକୁ କାଚିବାକୁ ଲୁଗା ଦେଲେ। ଏଠାରେ 'ଧୋବାକୁ' ସମ୍ପ୍ରଦାନ କାରକ ହେବ ନାହିଁ। ସଂସ୍କୃତରେ କର୍ମ କାରକ ଓ ସମ୍ପ୍ରଦାନ କାରକର ଚିହ୍ମ ପୃଥକ୍; ଓଡ଼ିଆରେ ଏ ଦୁଇ କାରକର ଚିହ୍ନ 'କୁ'; ସଂସ୍କୃତ ବ୍ୟାକରଣରେ ରୁଚ୍ ଧାତୁ (ରୁଚିବା), ଧାରିଧାତୁ (ଧାରିବା), ଶ୍ଳାଘ ଧାତୁ (ପ୍ରଶଂସା କରିବା). ହ୍ନୁ ଧାତୁ, ଶପଧାତୁ ଆଦିର ପ୍ରୟୋଗ ସ୍ଥଳରେ ସମ୍ପ୍ରଦାନ କାରକ ହୁଏ। ଓଡ଼ିଶାରେ ଏ ସବୁର ବ୍ଯବହାର ନାହିଁ।] — [ଦ୍ର—ଦାତାର ସ୍ୱସ୍ୱତ୍ୱକୁ ଲୋପ କରି ଦତ୍ତ ବସ୍ତୁରେ ଦାନଗ୍ରହୀତାଙ୍କ ସ୍ୱତ୍ୱର ଉଦ୍ଭବ କରାଯିବା ଉଦ୍ଦେଶ୍ୟରେ ଦାନ କରିବା କ୍ରିୟା ସ୍ଥଳରେ ସମ୍ପ୍ରଦାନ କାରକ4ର୍ଥୀ ବିଭକ୍ତି ହୁଏ; ଯଥା ରାଜା ବ୍ରାହ୍ମଣଙ୍କୁ ଗୋରୁ ଦାନ କଲେ—ଏଠାରେ ବ୍ରାହ୍ମଣଙ୍କୁ ସମ୍ପ୍ରଦାନ କାରକ4ର୍ଥୀ ବିଭକ୍ତି ହେଲା; କିନ୍ତୁ ଯେଉଁଠାରେ ଦାତାଙ୍କ ସ୍ୱସ୍ୱତ୍ୱ ଲୋପ ନ ହୁଏ ସେଠାରେ ସମ୍ପ୍ରଦାନ କାରକ4ର୍ଥୀ ବିଭକ୍ତ ହୁଏ ନାହିଁ ଯଥା ସେ ଧୋବାକୁ କାଚିବାକୁ ଲୁଗା ଦେଲେ ଏଠାରେ 'ଧୋବାକୁ' ସମ୍ପ୍ରଦାନ କାରକ ହେବ ନାହିଁ ସଂସ୍କୃତରେ କର୍ମ କାରକ ଓ ସମ୍ପ୍ରଦାନ କାରକର ଚିହ୍ମ ପୃଥକ୍; ଓଡ଼ିଆରେ ଏ ଦୁଇ କାରକର ଚିହ୍ନ 'କୁ'; ସଂସ୍କୃତ ବ୍ୟାକରଣରେ ରୁଚ୍ ଧାତୁ (ରୁଚିବା), ଧାରିଧାତୁ (ଧାରିବା), ଶ୍ଳାଘ ଧାତୁ (ପ୍ରଶଂସା କରିବା). ହ୍ନୁ ଧାତୁ, ଶପଧାତୁ ଆଦିର ପ୍ରୟୋଗ ସ୍ଥଳରେ ସମ୍ପ୍ରଦାନ କାରକ ହୁଏ ଓଡ଼ିଶାରେ ଏ ସବୁର ବ୍ଯବହାର ନାହିଁ]
  • ସଂ. ବି (ସମ୍+ପ୍ରଦାନ) — ପ୍ରକୃଷ୍ଟ ଦାନ — Excellent gift
  • ସଂ. ବି (ସମ୍+ପ୍ରଦାନ) — ଦାନୀୟ ବ୍ଯକ୍ତି; ଯାହାଙ୍କୁ କୌଣସି ବସ୍ତୁ ଦାନ କରାଯାଏ — Donee