ସମ୍ପ୍ରତୀତ Sampratīta

  • ସଂ. ବିଣ — ସମ୍ୟକ୍ରୂପେ ପ୍ରତୀତ; ଯାହା ହୃଦୟଙ୍ଗମ ହୋଇଥାଏ — Fully comprehended; well understood
  • ସଂ. ବିଣ — କୌଣସି ବିଷୟରେ ନିଃସନ୍ଦେହୀକୃତ — Fully convinced (Apte)
  • ସଂ. ବିଣ — ପ୍ରମାଣିତ — Proved (Apte)
  • ସଂ. ବିଣ — ସ୍ୱୀକୃତ — Admitted (Apte)
  • ସଂ. ବିଣ — ପ୍ରସିଦ୍ଧ — Renowned (Apte); notorious
  • ସଂ. ବିଣ — ସମ୍ପୂର୍ଣ୍ଣ ରୂପେ ସ୍ଥିରୀକୃତ — Fully ascertained